ଏଏସଟିଆଇ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ଅତ୍ୟାଧୁନିକ ଦକ୍ଷତା ତାଲିମ ପ୍ରତିଷ୍ଠାନ

ପ୍ରସ୍ତାବିତ

ଆଗାମୀ ୫ ବର୍ଷ ମଧ୍ୟରେ ଦୁଇ ଲକ୍ଷ ଯୁବଗୋଷ୍ଠୀଙ୍କୁ ଉନ୍ନତମାନର ଦକ୍ଷତା ତାଲିମ ପ୍ରଦାନ ପାଇଁ ରାଜ୍ୟ ସରକାର ୮ଟି ଅତ୍ୟାଧୁନିକ ଦକ୍ଷତା ତାଲିମ ପ୍ରତିଷ୍ଠାନ(ଏଏସଟିଆଇ) ସ୍ଥାପନ କରୁଛନ୍ତି। ଏଥିମଧ୍ୟରୁ ୬ଟି ଏଏସଟିଆଇ ରାଜ୍ୟ ସରକାର ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ଅନୁଦାନରେ ଆରମ୍ଭ ହେବାକୁ ଥିବାବେଳେ ଅନ୍ୟ ୨ଟି ସରକାରୀ-ଘରୋଇ ଭାଗିଦାରୀରେ ଆରମ୍ଭ ହେବ।

  • ଗଣ୍ଡମୁଣ୍ଡା, ଭୁବନେଶ୍ବର

    ଜିଲ୍ଲା : ଖୋର୍ଦ୍ଧା
    ଏ ଏସ ଟି ଆଇ
  • ଆଇଟିଆଇ, ବ୍ରହ୍ମପୁର କ୍ୟାମ୍ପସ

    ଜିଲ୍ଲା : ଗଞ୍ଜାମ
    ଏ ଏସ ଟି ଆଇ
  • ଆଇଟିଆଇ, ଝାରସୁଗୁଡା କ୍ୟାମ୍ପସ

    ଜିଲ୍ଲା : ଝାରସୁଗୁଡା
    ଏ ଏସ ଟି ଆଇ
  • ଆଇଟିଆଇ, ରାଉରକେଲା କ୍ୟାମ୍ପସ

    ଜିଲ୍ଲା : ସୁନ୍ଦରଗଡ
    ଏ ଏସ ଟି ଆଇ
  • ଆଇଟିଆଇ, ଟିଟିଲାଗଡ

    ଜିଲ୍ଲା : ବଲାଙ୍ଗୀର
    ଏ ଏସ ଟି ଆଇ
  • ଜୟପୁର

    ଜିଲ୍ଲା : କୋରାପୁଟ
    ଏ ଏସ ଟି ଆଇ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।